Seema Sachin Viral video: ସୋସିଆଲ ମିଡିଆରେ ସିମା ହାଇଦର ଓ ସଚିନ୍ ମୀନାଙ୍କ ପ୍ରାଇଭେଟ ଭିଡିଓ ଭାଇରାଲ୍

ଜୀ ଓଡ଼ିଶା ଡେସ୍କ Sat, 15 Jul 2023-11:20 pm,

Seema And Sachin Viral video: ପାକିସ୍ତାନୀ ବୋହୂ ସୀମା ହାୟଦାର ଓ ୟୁପିର ସଚିନଙ୍କ ପ୍ରେମ କାହାଣୀ ଲୋକଙ୍କଠାରୁ ଅପାର ପ୍ରଶଂସା ପାଇବାରେ ଲାଗିଛି । ଏହି ପ୍ରେମ କାହାଣୀ କ୍ରମାଗତ ଭାବରେ ସମଗ୍ର ବିଶ୍ୱରେ ହିଟ୍ ହେବାରେ ଲାଗିଛି । ସିମା ଗ୍ରେଟର ନୋଏଡାର ରାବପୁରା ଗ୍ରାମରେ ସଚିନଙ୍କ ସହ ରହୁଛନ୍ତି । ସୋସିଆଲ ମିଡିଆରେ ସେମାନଙ୍କ କିଛି ରୋମାନ୍ସର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି । ଦେଖନ୍ତୁ ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link