Corona Reaction: କେରଳରେ ନୂଆ ଭାରିଏଣ୍ଟ ଚିହ୍ନଟ ପରେ ଶୁଣନ୍ତୁ କଣ କହୁଛନ୍ତି ବରିଷ୍ଠ ଡାକ୍ତର
Sun, 17 Dec 2023-3:26 pm,
ବ୍ୟାପୁଛି କରୋନା ର ନୂଆ ଭ୍ୟାରିଆଣ୍ଟ JN-1 । କେରଳ ର ଜଣେ ବୟସ୍କ ଲୋକଙ୍କ ପାଖରେ ଚିହ୍ନଟ ପରେ ଏକ୍ସମାସ ,ନୂଆବର୍ଷ ଆଦି ଉତ୍ସବ ସମୟରେ ସଜାଗ ରହିବାକୁ ନିବେଦନ କଲେ ବରିଷ୍ଠ ଡାକ୍ତର ପ୍ରଫେସର ମନୋଜ ସାହୁ।