Jaynarayan Mishra: ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ପତ୍ନୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ

Mon, 29 Jan 2024-12:59 pm,

ବିରୋଧୀ ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର (Sambalpur mla Jayanarayan Mishra)ଙ୍କ ନାଁ ରେ ଗୁରୁତର ଅଭିଯୋଗ ଆଣିଲେ ବିଜେପି ମହିଳା ମୋର୍ଚ୍ଚା ସଭାପତି ଅନ୍ନପୂର୍ଣ୍ଣା ବାରିକ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନମସ୍କାର କରୁଛ ମୋ ଝିଅକୁ କାହିଁକି ନମସ୍କାର କରୁନାହଁ ବୋଲି ଜୟ ନାରାୟଣଙ୍କ ଫୋନରେ ତାଙ୍କ ସ୍ତ୍ରୀ କହିଥିବାର ଅଭିଯୋଗ କରିଛନ୍ତି ଅନ୍ନପୂର୍ଣ୍ଣା । ତା ସହ ତାଙ୍କୁ ଏ ପଦବୀ କିଏ କରେଇଥିଲା ଓ ତାଙ୍କୁ ପରିଚୟ କିଏ ଦେଇଥିଲା ବୋଲି ମଧ୍ୟ ଜୟ ନାରାୟଣଙ୍କ ସ୍ତ୍ରୀ କହିଥିବାର ଅଭିଯୋଗ ମଧ୍ୟ ହୋଇଛି । କିଛି ଦିନ ହେବ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ଝିଅ ସମ୍ବଲପୁର ଆସିଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link