Road Accident: ମର୍ମନ୍ତୁଦ ସଡକ ଦୁର୍ଘଟଣା, ବାଇକ ସ୍କୁଟି ମୁହାଁମୁହିଁ ଧକ୍କାରେ ଗଲା ୩ ଜୀବନ

Fri, 01 Mar 2024-12:13 pm,

ବଡ଼ସାହି ଥାନା ଅଧିନ ବାଲିଜୁଡା ଠାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣା ରେ ତିନିଜଣଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଅଛି। ଅନ୍ୟପଟେ ମୃତ୍ୟୁ କରିଥିବା ଯୁବକଙ୍କ ପରିବାର ଲୋକେ ମୃତ୍ୟୁ କରିଥିବା ଯୁବକଙ୍କ ଚକ୍ଷୁ ଦାନ କରିଥିବାର ସୂଚନା ମିଳିଅଛି। ମୃତ ରାଜନ ସିଂ ର ବାପା ବିଦେଶୀ ସିଂ ଓ ମୃତ ଲକ୍ଷ୍ମଣ ସିଂ ର ବାପା ମହେନ୍ଦ୍ର ସିଂ ସେମାନଙ୍କ ପୁଅ ର ଚକ୍ଷୁ ଦାନ ପାଇଁ ସହମତି ପ୍ରକାଶ ପରେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ରେ ଚକ୍ଷୁଦାନ ହୋଇଥିଲା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link