Video: ଜାଲରେ ଛନ୍ଦି ହୋଇ ସମୁଦ୍ର କୂଳକୁ ଆସିଲା ବିଶାଳ ସାର୍କ, ଆଉ ତାପରେ

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 18 Sep 2024-8:21 pm,

Video: ସମୁଦ୍ର କୂଳରେ ଲାଗିଥିଲା ଏକ ବିଶାଳ ସାର୍କ । ଏହି ଦୃଶ୍ୟ କିଛି ବ୍ୟକ୍ତିଙ୍କ ନଜରରେ ପଡିବା ପରେ ତୁରନ୍ତ ସାର୍କ ନିକଟକୁ ଯାଇ ଦେଖିବାରୁ ଜଣା ପଡିଥିଲା ଯେ, ଜାଲରେ ଛନ୍ଦି ହୋଇ ସାର୍କଟି କଷ୍ଟ ପାଉଛି । ତେଣୁ ସାର୍କ ଶରୀରରୁ ଜାଲ ବାହାର କରିବାକୁ ପ୍ରୟାସ କରିଥିଲେ ସହୃଦୟ ଯୁବକମାନେ । ଜାଲ କଢାଯିବା ପରେ ସାର୍କଟି ପୁଣିଥରେ ସମୁଦ୍ର ଭିତରକୁ ଯିବାରେ ସକ୍ଷମ ହୋଇଥିଲା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link