VIDEO: ଆରାମ କରୁଥିଲେ ବତକ ଛୁଆ; ହଠାତ୍ ପହଞ୍ଚିଲା ବିଶାଳକାୟ ଅଜଗର, ନିଜ ପିଲାଙ୍କୁ ରକ୍ଷା କରିବାକୁ ଜୀବନ ହାରିଦେଲା ମାଆ

ଜୀ ଓଡ଼ିଶା ଡେସ୍କ Wed, 28 Jun 2023-5:56 pm,

Shocking video: ଜଣେ ମା’ର ପ୍ରେମ ଓ କରୁଣାକୁ ଦର୍ଶାଉଥିବା ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି, ଯାହା ଦେଖି ଲୋକମାନେ ଭାବପ୍ରବଣ ହେଉଛନ୍ତି । ଏହି ଭିଡିଓ ଟ୍ୱିଟରରେ ସେୟାର କରାଯାଇଛି । ମାତ୍ର ୪୪ ସେକେଣ୍ଡର ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୭ ହଜାରରୁ ଅଧିକ ଥର ଦେଖାଯାଇ ସାରିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link