Shreemandir Chari Dwar: ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ୪ ଦ୍ୱାର, ଦେଖନ୍ତୁ ଏହି ଭିଡିଓ

ପ୍ରିୟମ୍ବଦା ରଣା Thu, 13 Jun 2024-9:21 am,

Shreemandir Chari Dwar: ରାଜ୍ୟରେ ଶାସନ କରିବାକୁ ଶପଥ ନେଇଥିବା ମୋହନ ମାଝିଙ୍କ ସରକାରକୁ ପ୍ରଥମ ଦିନରେ ପୁରୀରେ ଦେଖିବାକୁ ମିଳିଛି। ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ରାଜ୍ୟ କ୍ୟାବିନେଟର ପ୍ରଥମ ବୈଠକରେ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଇଛନ୍ତି ମନ୍ତ୍ରିମଣ୍ଡଳ। ମୁଖ୍ୟ ଶାସନ ସଚିବ ଙ୍କ ସମେତ ଉନ୍ନୟନ କମିଶନର ତଥା ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତିରେ ଆଜି ଚାରିଦ୍ୱାର ଖୋଲାଯାଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link