5T ବ୍ୟାଗ ଭିତରେ କ`ଣ ଅଛି? ସିଦ୍ଧାର୍ଥ ରାଉତରାୟଙ୍କ ଏହି ଭିଡ଼ିଓ ଭାଇରାଲ୍

ଜୀ ଓଡ଼ିଶା ଡେସ୍କ Fri, 16 Feb 2024-9:58 pm,

Sidharth Routray 5T bag video: ସୋସିଆଲ ମିଡିଆରେ କଂଗ୍ରେସ MLA ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟଙ୍କ ଭିଡ଼ିଓ ଭାଇରାଲ ହେଉଛି। ଯେଉଁଥିରେ ସେ 5T ବ୍ୟାଗକୁ ନେଇ ନିଜର ମତ ରଖୁଥିବା ନଜର ଆସୁଛନ୍ତି। ଏହି ଭିଡିଓରେ 5T ବ୍ୟାଗ୍ ବଣ୍ଟନ ପାଇଁ ୧୩୦୦ କୋଟି ଖର୍ଚ୍ଚ ହୋଇଥିବା ସେ କହିଛନ୍ତି। ଏହା ଏହି 5T ବ୍ୟାଗ ଭିତରେ କଣ ଅଛି ତାହାକୁ ନେଇ ନିଜ ମତ ଦେଉଥିବା ନଜର ଆସୁଛନ୍ତି। ଏହି ଭିଡିଓଟ୍ ସୋସିଆଲ ମିଡିଆରେ ଜୋରାଦାର ଭାଇରାଲ୍ ହେଉଛି। ଏଠାରେ ଦେଖନ୍ତୁ ପୂରା ଭିଡିଓ-

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link