Sikh soldiers Grand Welcome: ଶିଖ୍ ସୈନିକଙ୍କୁ ଏଭଳି ଢଙ୍ଗରେ ସ୍ୱାଗତ କଲେ ପୂରା ପରିବାର, ଦେଖିଲେ ଆଖିରେ ରହିବନି ଲୁହ
Tue, 15 Aug 2023-7:26 pm,
ଆର୍ମି ଭେଟେରାନ ସନ୍ଦୀପ ଥାପର ଏହି ଭିଡିଓକୁ ଟ୍ୱିଟରରେ ସେୟାର କରି ଲେଖିଥିଲେ, “ଯେତେବେଳେ ସେମାନେ ଏକ ସୈନିକ ହୋଇଯାଆନ୍ତି ତାହା ହିଁ ପରିବାରର ଗର୍ବ। ଆଜି ଦେଶ ପାଳୁଛି ୭୭ ତମ ସ୍ୱାଧୀନତା ଦିବସ । ଏହାରି ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି । ଜଣେ ଶିଖ୍ ସୈନିକ ବହୁତ ଦିନ ପରେ ଦେଶ ମାତୃକାର ସେବା କରିବା ପରେ ଘରକୁ ଫେରିଥିଲେ। ଆଉ ଜନ୍ମ ଦେଇଥିବା ମା ଓ ପରିବାର ତାଙ୍କୁ ଏପରି ଢଙ୍ଗରେ ସ୍ୱାଗତ କରିଥିଲେ।