Viral Video: ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ପୁଳା ପୁଳା ରୁପା, ଦେଖନ୍ତୁ ଏହି ଭାଇରାଲ ଭିଡିଓ...

ପ୍ରିୟମ୍ବଦା ରଣା Wed, 16 Oct 2024-1:33 pm,

Viral Video: ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ପୁଳା ପୁଳା ରୁପା। ସମ୍ବଲପୁର ରେଙ୍ଗାଲିରେ ସିଟି ଜିଏସଟି ବିଭାଗର ଚଢାଉ ବେଳେ ମିଳିଲା ଦେଢ କୁଇଣ୍ଟାଲର ରୁପା । ମହାରାଷ୍ଟ୍ରରୁ ରାଞ୍ଚିକୁ ହେଉଥିଲା ଚାଲାଣ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link