Antara Viral Video: `ହାଏରେ ମୋ ରଙ୍ଗ ଲତା କଟକରୁ କଲିକତା` ଗୀତରେ ଠୁମକା ଲଗାଇଲେ ଅନ୍ତରା ଓ ଅଭିନେତ୍ରୀ ପୁନମ୍

ଜୀ ଓଡ଼ିଶା ଡେସ୍କ Fri, 29 Sep 2023-1:24 pm,

Antara Viral Video: କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ । ଓଡ଼ିଶା ସଙ୍ଗୀତ ଜଗତର ଏକ ଜଣାଶୁଣା ନାଁ ।  ସେ ଏପର୍ଯ୍ୟନ୍ତ  ଏକାଧିକ ଫିଲ୍ମ , ୫୦୦ ରୁ ଅଧିକ ଆଲବମରେ ଗୀତ ଗାଇଛନ୍ତି।  ତେବେ, ଏହାରି ଭିତରେ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଓ ଅଭିନେତ୍ରୀ ପୁନମ ମିଶ୍ରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଭାଇରାଲ୍ ଭିଡି଼ଓରେ ଦେଖିବାକୁ ମିଳିଛି ଯେ, ଅନ୍ତରା ଚକ୍ରବର୍ତ୍ତୀ ଓ ପୁନମ ମିଶ୍ର ଦୁଇ ଜଣ ମିଶି 'ହାଏରେ ମୋ ରଙ୍ଗ ଲତା କଟକରୁ କଲିକତା... ' ଗୀତରେ ଧମାକାଦାର ଡାନ୍ସ କରୁଛନ୍ତି। ଦେଖନ୍ତୁ ଏହି ସୁନ୍ଦର ଭିଡିଓଟି...

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link