Video: ସୁକୁମାରୀ ଗୀତରେ ମଞ୍ଚ ଦୁଲୁକାଇଲେ ଗାୟିକା ଅସୀମା ପଣ୍ଡା

ସୌଭାଗ୍ୟ ରଞ୍ଜନ ମିଶ୍ର Sun, 19 Nov 2023-10:17 pm,

Video: ବର୍ତ୍ତମାନ ମଧ୍ୟ ଅନେକ ସୁନ୍ଦର ଓଡ଼ିଆ ଗୀତ ପ୍ରସ୍ତୁତ କରାଯାଉଛି । ଯାହାକୁ ସଂଗୀତପ୍ରେମୀ ଖୁବ୍ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ୟୁଟୁବ୍ ଭିୟୁରୁ ସହଜରେ ଜଣା ପଡୁଛି ଯେ, ଲୋକମାନେ କେଉଁ ପ୍ରକାରର ଗୀତକୁ ଅଧିକ ପସନ୍ଦ କରୁଛନ୍ତି । ଖୁବ୍ ଅଳ୍ପ କିଛିଟା ଦିନରେ ମ୍ୟୁଜିକ୍ ଭିଡିଓ 'ସୁକୁମାରୀ'କୁ ଗୀତ ମିଲିୟନ ମିଲିୟନ ଭିୟୁଜ୍ ମିଳିଛି । ଏହି ଗୀତଟି ଖୁବ୍ ଲୋକପ୍ରିୟ ହେବା ପରେ ଯାତ୍ରା ମଞ୍ଚ ତଥା ଷ୍ଟେଜ୍ ଶୋ ଗୁଡିକରେ ମଧ୍ୟ ଗୀତଟି ପରିବେଷଣ କରିବା ନେଇ ଲୋକଙ୍କ ଡିମାଣ୍ଡ୍ ରହିଛି । ନିକଟରେ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଏକ କାର୍ଯ୍ୟକ୍ରମରେ ଗୀତଟିକୁ ଖୁବ୍ ନିଆରା ଢଙ୍ଗରେ ଉପସ୍ଥାପନା କରିଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link