Asima Panda Video: ନଦୀକୂଳରେ ଏମିତି କିଛି କଲେ କଣ୍ଠଶିଳ୍ପୀ ଅସୀମା ପଣ୍ତା, ଭାଇରାଲ୍ ହେଲା ଭିଡିଓ

Narmada Behera Sat, 19 Oct 2024-8:47 am,

Asima Panda Viral Video: କଣ୍ଠଶିଳ୍ପୀ ଅସୀମା ପଣ୍ତା । ଓଡିଆ ସଙ୍ଗୀତ ଜଗତର ଜଣାଶୁଣା ନାଁ। ଦେଖିବାକୁ ସେ ଯେମିତି ସୁନ୍ଦର ତାଙ୍କ କଣ୍ଠସ୍ବର ମଧ୍ୟ ସେତିକି ମଧୁର। ତାଙ୍କର ଗୀତ ଲୋକଙ୍କ ମନକିଣେ। ତେବେ, ଏହାରି ଭିତରେ ଅସୀମାଙ୍କର ଆଉ ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ତାହା ପୁଣି ନଦୀକୂଳରୁ....  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link