Ramlala Bhajan: ପୁରୀର ବିଶିଷ୍ଟ କଣ୍ଠଶିଳ୍ପୀ ଦର୍ଶନା କରଙ୍କ କଣ୍ଠରୁ ରାମଲାଲାଙ୍କ ପାଇଁ ଏହି ସୁନ୍ଦର ଭଜନ
Sun, 21 Jan 2024-5:13 pm,
ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉଦ୍ଦେଶ୍ୟରେ ପୁରୀ ଶ୍ରୀଜଗନ୍ନାଥ ପିଠର ବିଶିଷ୍ଟ କଣ୍ଠଶିଳ୍ପୀ ଦର୍ଶନା କରଙ୍କ କଣ୍ଠରୁ 'ହମ୍ କଥା ସୁନତେ ରାମ ସକଳ ଗୁଣ ଧାମ କି'