ସମ୍ପନ୍ନ ହେଲା ଦେବ ବିବାହ,ଆଜି ରାତି ରେ ମୁଖ୍ୟ ଶୋଭାଯାତ୍ରା...ଆସନ୍ତା କାଲି ଯୁଗଳ ଦର୍ଶନ କରିବେ ଭକ୍ତ...

Tue, 11 Jun 2024-7:39 pm,

ସମ୍ପନ୍ନ ହେଲା ଦେବ ବିବାହ | ଗତକାଲି ବିଳମ୍ବିତ ରାତି ଶୋଭାଯାତ୍ରା ରେ ବାହାରି ଥିଲେ ଶିବ | ସାଂସ୍କୃତିକ ଶୋଭାଯାତ୍ରା ସହ ସମସ୍ତ କମିଟି ର ସଦସ୍ୟ ମାନେ ବରଯାତ୍ରୀ ଶୋଭାଯାତ୍ରା ରେ ପହଂଚିଥିଲେ |ସମ୍ବଲପୁର ସହର ର ପ୍ରମୁଖ ଶୀତଳ ଷଷ୍ଠୀ କମିଟି ସହ ଅନେକ ସ୍ଥାନ ରେ ଭୋଳା ବାବା ଙ୍କର ବିବାହ ଅନୁଷ୍ଠିତ ହୋଇଥିଲା |ଠିକ ଭୋର ସମୟ ବାହ୍ମ ମୁହୂର୍ତ୍ତ ମୁହୁର୍ତରେ ରେ ଶିବ ଶଙ୍କର ଓ ମାତା ପାର୍ବତୀ ଙ୍କ ର ବିବାହ ଅନୁଷ୍ଠିତ ହୋଇଥିଲା |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link