Viral Video: ପ୍ରେମିକ କୋଳରେ ବସି ଚଳନ୍ତା ବାଇକରେ ରୋମାନ୍ସ, `ବେଶରମ ଇଶ୍କ`ର ଭିଡିଓ ଭାଇରାଲ

ଜୀ ଓଡ଼ିଶା ଡେସ୍କ Wed, 21 Jun 2023-6:21 pm,

Couple Romance On Bike Video: ଚଳନ୍ତା ବାଇକରେ କପଲଙ୍କ ରୋମାନ୍ସ କରୁଥିବା ଏହି ଭିଡିଓକୁ ଉତ୍ତରପ୍ରଦେଶର ଗାଜିଆବାଦର କୁହାଯାଉଛି । ଭିଡିଓ ଦେଖିବା ପରେ ଇଣ୍ଟରନେଟ୍ ୟୁଜର୍ସ ୟୁପି ପୋଲିସ ପାଖରୁ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link