Blind Device: ଦୃଷ୍ଟିବାଧିତଙ୍କ ପାଇଁ ସ୍ମାର୍ଟ ଡିଭାଇସ ଉଇଥ GPS ଓ ମଲ୍ଟି ସେନ୍ସର ଡିଭାଇସ

Mon, 18 Mar 2024-2:13 pm,

ଦୃଷ୍ଟିବାଧିତ ଙ୍କ ପାଇଁ ସ୍ମାର୍ଟ ଡିଭାଇସ ଉଇଥ GPS ଓ ମଲ୍ଟି ସେନ୍ସର ଡିଭାଇସ ତିଆରି କରି ଚର୍ଚ୍ଚା ରେ ଯୁବ ଇଞ୍ଜିନିଅର ଆଶିଷ ମହାନା | ସମ୍ବଲପୁର ରେଙ୍ଗାଲି ରଂପେଲା ରେ ଅବସ୍ଥାନ କରୁଥିବା ଆଶିଷ ଦୃଷ୍ଟି ବାଧିତ ଙ୍କୁ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଥିବା ର ଦେଖି ସେ ଏଭଳି ଦୁଇଟି ଡିଭାଇସ ତିଆରି କରିଛନ୍ତି | ଯେଉଁଥିରେ କି ଜଣେ ଦୃଷ୍ଟି ବାଧିତ ବ୍ୟକ୍ତି ନିଆଁ, ଇଲେକଟ୍ରିକ କରେଣ୍ଟ ପାଣି କୌଣସି ଯାନବାହାନ କିମ୍ବା ଗଛ ଇତ୍ୟାଦି ଆସିଲେ ଷ୍ଟିକ ସେନ୍ସର ଦ୍ୱାରା ତାଙ୍କୁ ଭାଇବ୍ରେସନ ସହ ଆଲାର୍ମ ବାଜିବ, ଯତଦ୍ୱାରା ସେ ସତର୍କ ହୋଇଯିବ |ଏଥିପାଇଁ ଏଭଳି ଦୁଇଟି ଡିଭାଇସ ତିଆରି କରିଥିବାରୁ ତାଙ୍କୁ ରାଜଗାଙ୍ଗପୁର ରେ ତାଙ୍କୁ ସମ୍ମାନିତ କରାଯାଇଛି | ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବଲପୁର ପ୍ରତିନିଧି ଅଜୟ କୁମାର ନାଥ |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link