Smriti Irani: କୁଜଙ୍ଗରେ ଗର୍ଜିଲେ ସ୍ମୃତି ଇରାନୀ, ତାମିଲନାଡୁ ରିମୋଟରେ ନବୀନ କଣ୍ଟ୍ରୋଲ

Sat, 25 May 2024-7:00 pm,

ପାରାଦୀପ ନିର୍ବାଚନ ମଣ୍ଡଳୀ କୁଜଙ୍ଗ ବ୍ଳକ ପଡିଆରେ ଅନୁଷ୍ଠିତ ରାଜନୈତିଜ୍ଞ ସଭାରେ ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ | ମଧ୍ୟାହ୍ନ ରେ ଅୟୋଜିତ ସଭାରେ ହଜାର ହଜାର କର୍ମୀ ଙ୍କୁ ଉଦବୋଧନ ଦେଇ ସ୍ମୃତି ଇରାନୀ ପ୍ରଥମରୁ ରାଜ୍ଯ ସରକାର ଉପରେ ତିକ୍ଷ୍ଣ କଥା କହି ଆକ୍ରମଣ କରିଛନ୍ତି | ଓଡିଶା ତାମିଲନାଡୁ ଠିକାଦାର ଙ୍କ ରିମୋର୍ଟ ରେ ଚାଲିଛି | ଜଗତସିଂହପୁର ଜିଲ୍ଲା ରେ ୧ ଲକ୍ଷ ଚାଳିଶ ହଜାର ଚାଷୀ ଙ୍କ ଖାତା କୁ ମୋଦୀ ଟଙ୍କା ଦେଇଛନ୍ତି | ୮ଲକ୍ଷ ୫୦ ହଜାର ଲୋକଙ୍କୁ ମୋଦୀ ରାସନ ଦେଇଛନ୍ତି |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link