Video: ପିଚକାରୀ ପରି ବିଷ ଛାଡୁଛି ସାପ, ଭିଡିଓ ଭାଇରାଲ୍

Video: ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେବାରେ ଲାଗିଛି । ସ୍ନେକ ହେଲ୍ପଲାଇନର ସଦସ୍ୟ ସାପ ଧରିବା ସମୟରେ ଏହି ଭିଡିଓଟିକୁ କ୍ୟାମେରାରେ ରେକର୍ଡ କରିଛନ୍ତି । ସାପଟି ଏକ ଲୁହା ରଡକୁ ଦାନ୍ତରେ ଭିଡି ଧରିବା ସହ ପିଚକାରୀ ପରି ବିଷ ପଦାକୁ ବାହାର କରୁଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link