Video: ହାତରୁ ବେକ ପର୍ଯ୍ୟନ୍ତ ସାପର ଟାଟୁ, ଭିଡିଓ ହେଲା ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 17 Sep 2024-8:05 pm,

Video: ବର୍ତ୍ତମାନ ଟାଟୁର କ୍ରେଜ୍ ବଢିବାରେ ଲାଗିଛି । ବିଶେଷ କରି ବିଭିନ୍ନ ପ୍ରକାରର ଟାଟୁ ଆଙ୍କିବା ପାଇଁ ଯୁବପିଢୀଙ୍କର ଆଗ୍ରହ ବଢିବାରେ ଲାଗିଛି । ଜଣେ ବ୍ୟକ୍ତି ଏକ ସାପର ଚିତ୍ରକୁ ନିଦ ଦେହରେ ଟାଟୁ ମାଧ୍ୟମରେ ସ୍ଥାନ ଦେଇଛନ୍ତି । ହାତରୁ ଆରମ୍ଭ ହୋଇ ବେକରେ ଶେଷ ହେଉଥିବା ଏହି ସାପ ଟାଟୁର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link