Sofia Ansari: ନେଟ୍ ଡ୍ରେସରେ ହଟ୍ ଡ୍ୟାନ୍ସ କଲେ ସୋଫିଆ, ଲୁଚି ଲୁଚି ଭିଡିଓ ଦେଖୁଛନ୍ତି ଲୋକେ

ଜୀ ଓଡ଼ିଶା ଡେସ୍କ Sat, 16 Sep 2023-9:14 pm,

Sofia Ansari Video: ସୋସିଆଲ ମିଡିଆର ରାଣୀ ସୋଫିଆ ଅନସାରୀ ଅନେକ ସମୟରେ ଖବରର ହେଡଲାଇନରେ ରହିଥା’ନ୍ତି । ନିକଟରେ ସୋଫିଆ ଅନସାରୀ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସୋଫିଆ ବହୁତ ହଟ୍ ଡ୍ରେସରେ ନଜର ଆସୁଛନ୍ତି । ସୋଫିଆ ଅନସାରୀ ନ୍ୟୁ ଲୁକରେ ଏକ ନେଟ୍ ଡ୍ରେସ ପିନ୍ଧିଛନ୍ତି । ଲୋକମାନେ ତାଙ୍କର ଏହି ହଟ୍ ଡ୍ୟାନ୍ସକୁ ବହୁତ ପସନ୍ଦ କରୁଛନ୍ତି । ଦେଖନ୍ତୁ ଭିଡିଓ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link