Video: ଯାତ୍ରା ମଞ୍ଚ ପଛରେ ଚାଲିଛି ଏମିତି କିଛି, ଭାଇରାଲ୍ ହେଲା ଦୃଶ୍ୟ

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 13 Sep 2024-2:29 pm,

Video: ଯାତ୍ରା କଳାକାରମାନେ ରାତି ଉଜାଗର ରହି ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାନ୍ତି । ଯାତ୍ରା ପେଣ୍ଡାଲରେ ନିଚ୍ଛକ ଅଭିନୟ କରି ଦର୍ଶକଙ୍କୁ କେତେବେଳେ ହସାନ୍ତି ତ ପୁଣି କେତେବେଳେ କନ୍ଦାନ୍ତି । କିନ୍ତୁ ଯାତ୍ରା ପେଣ୍ଡାଲ ପଛପଟେ ରହିଥିବା ବିଶ୍ରାମ କକ୍ଷରେ କଳାକାରଙ୍କ ମଧ୍ୟରେ ଅନେକ ମଜାମସ୍ତି ଚାଲିଥାଏ । କିଛି କଳାକାର ରିଲ୍ସ ମଧ୍ୟ ପ୍ରସ୍ତୁତ କରିଥାନ୍ତି । ଏହି ଦୃଶ୍ୟଟି ବର୍ତ୍ତମାନ ଖୁବ ଭାଇରାଲ୍ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link