Terrorist Arrested: ଚକମା ଦେଇ ଖସିଯିବାକୁ ବସିଥିଲା ଆତଙ୍କୀ, ଧରାପଡ଼ିବା ପରେ ଠିଆ ଗୋଇଠା ମାରିଲେ କମାଣ୍ଡୋ

Fri, 14 Jul 2023-5:57 pm,

Special security force commando and terrorist Face To Face In Srinagar, See The Video । ଏହା ହେଉଛି ଶ୍ରୀନଗରର ଭାଇରାଲ ଭିଡିଓ। ଏହି ଭିଡିଓରେ ଦେଖାଯାଉଛି ଯେ ଜଣେ ଆତଙ୍କବାଦୀ ସୁରକ୍ଷାବଳକୁ ଭେଦ କରି ଖସିଯିବାକୁ ବସିଥିଲେ। ହେଲେ ଏଥିରେ ସେ ସଫଳ ହୋଇନଥିଲେ। ସ୍ୱତନ୍ତ୍ର ସୁରକ୍ଷା ବଳ କମାଣ୍ଡୋ ଏକ ଆତଙ୍କବାଦୀ ବାଇକକୁ ପ୍ରଥମେ ଗାଡ଼ି ଦ୍ୱାରା ଅଟକାଇଥିଲେ। ପରେ ଖସିଯିବା ପୂର୍ବରୁ ଆତଙ୍କବାଦୀକୁ ଅଟକାଇବାକୁ ଯାଇ ଠିଆ ଗୋଇଠା ମାରିଥିଲେ କମାଣ୍ଡୋ । ଏହି ଭିଡିଓ ଟି ଏବେ ନିଆଁ ପରି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link