Parikrama Project: ମାତ୍ର ୪୬ ସେକେଣ୍ଡରେ ଦେଖନ୍ତୁ ପରିକ୍ରମା ପ୍ରୋଜେକ୍ଟର ଆରମ୍ଭରୁ ଶେଷ

Tue, 16 Jan 2024-2:52 pm,

ଆନନ୍ଦ, ଭକ୍ତି ଓ ସମର୍ପଣ ସହ ପାଳନ କରିବା ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ । ବିଶ୍ବର କୋଣଅନୁକୋଣରେ ମହାପ୍ରଭୁଙ୍କ ଅନନ୍ୟ ଦିବସ ପାଳନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶଙ୍ଖ ଫୁଙ୍କିବା ସହ ଦୀପ ଜାଳି, ଘଣ୍ଟ ବଜାଇ ପୂଜା ଏବଂ ଭଜନ କୀର୍ତ୍ତନ କରି ଭକ୍ତି ପ୍ରକାଶ କରିବା ବୋଲି ରାଜ୍ୟବାସୀ ଓ ଜଗନ୍ନାଥପ୍ରେମୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ଏହାର ଆରମ୍ଭ କେବେ ହୋଇଥିଲା ଓ କେମିତି ହୋଇଥିଲା ଏତେ ବଡ ପ୍ରୋଜେକ୍ଟର କାମ ଆସନ୍ତୁ ଦେଖିବା ଏହି ଛୋଟ ଭିଡିଓ ରେ....

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link