Stray Dogs Attacked Kid: ରାସ୍ତାରେ କୁନିଶିଶୁକୁ ଝୁଣିପକାଇଲେ କୁକୁର, ଉଦ୍ଧାର କଲେ ଡେଲିଭରି ବୟ

Sat, 05 Aug 2023-4:12 pm,

Stray Dogs Surround And Attack Kid In Ghaziabad, Delivery Boy Rescues Video Viral । ଅନେକ ସମୟରେ ଏମିତି ଲୋମଟାଙ୍କୁରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ହେଲେ ଏହି ଭିଡିଓ ଦେଖନ୍ତୁ, ଆପଣ ସତରେ ଏପରି ଏହି ଭୟାନକ ଭିଡିଓ ଦେଖିଲେ ସଙ୍କି ଯିବେ । ଭିଡିଓଟି ଉତ୍ତର ପ୍ରଦେଶର ଗାଜିଆବାଦର ବୋଲି ଜଣାପଡ଼ିଛି। ଜଣେ କୁନି ଶିଶୁକୁ ଘେରି କାମୁଡିବାରେ ଲାଗିଛନ୍ତି ୫ ଟି କୁକୁର । ଏହି ସମୟରେ ଖାଦ୍ୟ ଦେବାକୁ ଆସିଥିବା ଜଣେ ଫୁଡ୍ ଡେଲିଭରି ବୟ ସେହି ଶିଶୁକୁ କୁକୁର ମାନଙ୍କ ପାଖରୁ ଉଦ୍ଧାର କରିଥିଲେ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link