Video: ଯାତ୍ରା ମଞ୍ଚରେ ଚାଲିଛି ଏମିତି ମେଲୋଡି, ପୁଣି ଭାଇରାଲ୍ ଆଉ ଏକ ଦୃଶ୍ୟ

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 18 Oct 2024-7:00 pm,

Video: ପ୍ରତି ଯାତ୍ରା ଅନୁଷ୍ଠାନ ନାଟକ ପରିବେଷଣ ପୂର୍ବରୁ ଦମଦାର ମେଲୋଡି କାର୍ଯ୍ୟକ୍ରମ ଦ୍ୱାରା ଦର୍ଶକଙ୍କ ମନୋରଞ୍ଜନ କରିଥାନ୍ତି । ଝଲମଲ ଆଲୋକ ସାଙ୍ଗକୁ ଡିଜେ ସାଉଣ୍ଡ ଯେତିକି ପରିବେଶକୁ ସୁନ୍ଦର କରିଥାଏ ସେତିକି ଦମଦାର ହୋଇଥାଏ ଡ୍ୟାନ୍ସରଙ୍କ ନୃତ୍ୟ । ଏହି ଦୃଶ୍ୟଟି ଜଣେ ଦର୍ଶକ ସୁଟ୍ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link