Video: Warning ଦେଲେ ସୁପରଷ୍ଟାର ଅନୁଭବ, ଫସିବେ `କର୍ମ` ଦର୍ଶକ

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 15 Oct 2024-4:02 pm,

Video: ଓଡ଼ିଆ ଫିଲ୍ମ 'କର୍ମ' ବର୍ତ୍ତମାନ ପ୍ରତିଟି ପ୍ରେକ୍ଷାଳୟରେ ହାଉସଫୁଲ ଚାଲୁଥିବା ସମୟରେ ସୁପରଷ୍ଟାର ଅନୁଭବ ଦର୍ଶକଙ୍କୁ ସତର୍କ କରାଇଛନ୍ତି । ଯେଉଁ ଦର୍ଶକମାନେ ସିନେମା ଦେଖିବା ସମୟରେ ଭିଡିଓ ରେକଡିଂ କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି ସେମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link