Video: ଭୁବନେଶ୍ୱର ନୂଆସାହିରେ ସୁପରଷ୍ଟାର ଅନୁଭବଙ୍କ ଗ୍ରାଣ୍ଡ୍ ଏଣ୍ଟ୍ରୀ, ଦେଖନ୍ତୁ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Tue, 17 Sep 2024-9:13 pm,

Video: ରିଲିଜ୍ ଅପେକ୍ଷାରେ ରହିଛି ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଅଭିନିତ ନୂଆ ସିନେମା 'କର୍ମ' । ବର୍ତ୍ତମାନ ସିନେମାକୁ ନେଇ ସୋସିଆଲ ମିଡିଆରେ ଖୁବ୍ କ୍ରେଜ୍ ଦେଖିବାକୁ ମିଳୁଛି । ନିକଟରେ ରାଜଧାନୀର ନୂଆସାହିରେ କର୍ମ ଟିମ୍ ତରଫରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସେହି ସମୟରେ ଅନୁଭବଙ୍କ ଗ୍ରାଣ୍ଡ୍ ଏଣ୍ଟ୍ରୀ କେମିତି ଥିଲା ଦେଖନ୍ତୁ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link