Video: `କର୍ମ` ପାଇଁ ସବୁଠି ଉତ୍ସାହ, ଦେଖନ୍ତୁ ଅନୁଭବଙ୍କ ଏହି ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 09 Sep 2024-9:14 pm,

Video: ଓଡ଼ିଆ ସିନେପ୍ରେମୀ ବର୍ତ୍ତମାନ ଅନୁଭବ ମହାନ୍ତିଙ୍କ ନୂଆ ସିନେମା 'କର୍ମ' ଅପେକ୍ଷାରେ ରହିଛନ୍ତି । ଦଶହରା ବଜାରକୁ ବେଶ୍ ସରଗରମ କରିବ ଫିଲ୍ମ 'କର୍ମ' । ଯାହା ଏବେଠୁ ଅନୁମାନ ଲଗାଇସାରିଛନ୍ତି ସିନେ ବିଶେଷଜ୍ଞ । 'କର୍ମ' ରିଲିଜ୍ ପୂର୍ବରୁ ବର୍ତ୍ତମାନ 'ଚିରିଂ ଚିରିଂ' ଗୀତ ସୋସିଆଲ ମିଡିଆରେ ସବୁଠୁ ଆଗରେ ତଥା ଟ୍ରେଣ୍ଡିଂରେ ରହିଛି । ଅନ୍ୟପଟେ ସିନେମା ରିଲିଜ୍ ପୂର୍ବରୁ ପ୍ରସାର ପ୍ରଚାର ମଧ୍ୟ ଆରମ୍ଭ ହୋଇଯାଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link