Adibasi Utsav: ଆଦିବାସୀ ଦିବସରେ ଝୁମିଲା ମୟୂରଭଞ୍ଜ, ସାମିଲ ହେଲେ ସୁପରଷ୍ଟାର ଗୋବିନ୍ଦା

Mon, 19 Feb 2024-2:26 pm,

ଦୁଇଦିନ ଧରି ଚାଲିଲା ଆଦିବାସୀ ଦିବସ। ସ୍ଵତନ୍ତ୍ର ଉନ୍ନୟନ ବିଭାଗ ତରଫରୁ ଏହି ଆଦିବାସୀ ଦିବସ ପାଳନ କରାଯାଇଅଛି। ପ୍ରଥମ ଦିନ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଂଚଳରେ ହୋଇଥିବାବେଳେ , ଗତକାଲି ବାରିପଦା ସ୍ଥିତ ଛଉ ପଡ଼ିଆରେ ଦୁଇଦିନ ଧରି ଏହି ଉତ୍ସବ ଦିବସ ପାଳନ କରାଯାଇଥିଲା। ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ସହିତ ରଙ୍ଗାରଙ୍ଗ ପ୍ରଗାମ କରିଥିଲେ ସ୍ବତନ୍ତ୍ର ଉନ୍ନୟନ ପରିଷଦ। ଶେଷରାତ୍ରୀ ରେ ବଲିଉଡ ଷ୍ଟାର ଗୋବିନ୍ଦା ଆସି ପହଞ୍ଚିଥିଲେ। ଆଦିବାସୀ ମାନଙ୍କୁ ଉତ୍ସାହିତ କରିବା ସହିତ ନିଜର ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ସହିତ। ସଭାରେ ରାଜ୍ୟସ୍ୟ ମନ୍ତ୍ରୀ ଠାରୁ ନେଇ ସମସ୍ତ ଦଳୀୟ କର୍ମୀ ମଧ୍ୟ ଉପସ୍ଥିତ ରହିଥିଲେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link