Superstition: ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ଦେଖନ୍ତୁ ଏହି ଭିଡିଓ

ପ୍ରିୟମ୍ବଦା ରଣା Wed, 06 Mar 2024-12:07 pm,

ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ହତ୍ୟା ଦୁଇ ଅଟକ|କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଅନ୍ତର୍ଗତ ଟେମରି ଗ୍ରାମ ରେ ଏକ ଅଭାବନୀୟ ଘଟଣା ଘଟିଛି। ଗତ ଚାରି ତାରିଖ ରାତ୍ର ସମୟରେ ହେମନ୍ତ ବାଗ ଓ ତା ସ୍ତ୍ରୀ ସୁନ୍ଦ୍ରିକା ବାଗ ସେ ଗାଁ ର ଝାଙ୍କର ସଦାନନ୍ଦ ଭୋଇ କୁ ପୂଜା କାରିବା ପାଇଁ ନିଜର ଘରକୁ ଡାକି ଥିଲେ । ସଦାନନ୍ଦ ଭୋଇ ପୂଜା କରୁଥିବା ସମୟରେ ଟାଙ୍ଗିଆ ରେ ହାଣି ହତ୍ୟା କରି ହେମନ୍ତ ବାଗ ଫେରାର ହୋଇ ଯାଇଥିଲେ। ଖବର ପାଇ ଦଶପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link