Sura Routray: ବିଜେପି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କଲେ ବରିଷ୍ଠ ନେତା ସୁରେଶ ରାଉତରାୟ

ପ୍ରିୟମ୍ବଦା ରଣା Thu, 04 Jul 2024-2:30 pm,

Sura Routray: ବିଜେପି ପକ୍ଷରୁ କଂଗ୍ରେସ ଭବନରେ ଜୋର ଜବରଦସ୍ତ ପଶିବା, ଢେଲା ପଥର ଓ ଗୋବର ମାଡ କରିବା ଆଦି ଅଭିଯୋଗ ଆଣି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କଲେ ବରିଷ୍ଠ ନେତା ସୁରେଶ ରାଉତରାୟ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link