T20 World Cup Final: ୧୭ ବର୍ଷ ପରେ ପୁଣି ଟ୍ରଫି ପାଇବ କି ଭାରତ? ଯୁଦ୍ଧକ୍ଷେତ୍ରରେ ପହଞ୍ଚିଲା ପୂରା ଟିମ୍

Fri, 28 Jun 2024-1:26 pm,

T20 World Cup Final: ୧୩ ବର୍ଷ ପରେ ବିଶ୍ବକପ୍‌ ଟ୍ରଫି, ୧୧ ବର୍ଷ ପରେ ଭାରତ ପାଇଁ ଏକ ଆଇସିସି ଟ୍ରଫି ଜିତିବାର ସୁଯୋଗ ଆସିଛି। ଭାରତ ଶେଷଥର ପାଇଁ ୨୦୧୧ରେ ଦିନିକିଆ ବିଶ୍ବକପ୍‌ ଟ୍ରଫି ଏବଂ ୨୦୧୩ରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିଥିଲା। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପ୍ରଥମ ସଂସ୍କରଣ (୨୦୦୭) ବିଜେତା ଭାରତ ୧୭ବର୍ଷ ପରେ ଏହି ଟ୍ରଫିକୁ ଦ୍ବିତୀୟଥର ଜିତିବାକୁ ସୁଯୋଗ ପାଇଛି। ଶନିବାର ଦକ୍ଷିଣ ଆଫ୍ରିକା ସହ ଫାଇନାଲ୍‌ ଖେଳିବ ରୋହିତ ସେନା। ତେବେ ବରବାଦୋସ ରେ ପହଞ୍ଚିଛି ପୂରା ଭାରତୀୟ ଟିମ୍ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link