Student Beaten By Teacher: କୁନି ଛାତ୍ରକୁ ପିଟିପିଟି ଦରମରା କରୁଛି ଶିକ୍ଷକ, ଭିଡିଓ ଦେଖିଲେ ଗରମ ହୋଇଯିବ ରକ୍ତ

Fri, 21 Jul 2023-6:06 pm,

Teacher Brutally Beating Minor Student , blood will heat up after watching the video । ଗୁରୁ ଶିଷ୍ୟଙ୍କ ସମ୍ପର୍କରେ କଳଙ୍କ । ଏହି ଭିଡିଓଟିକୁ ଥରେ ଦେଖନ୍ତୁ । ଏହି ଭିଡିଓରେ ଜଣେ ଶିକ୍ଷକ ନିଜ ଛାତ୍ରକୁ ପିଟିପିଟି ଦରମରା କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହେଲେ ଏହା କେଉଁ ସ୍ଥାନର ଭିଡିଓ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। ହେଲେ ଏହି ଭିଡିଓଟି ନିଆଁ ପରି ହ୍ୱାଟସଆପରୁ ହ୍ୱାଟସଆପକୁ ଭାଇରାଲ ହେବାରେ ଲାଗିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link