Video: କୁନି ପିଲାଙ୍କୁ ନିଆରା ଶୈଳୀରେ ନୃତ୍ୟ ଶିଖାଉଛନ୍ତି ଶିକ୍ଷୟତ୍ରୀ, ଦେଖନ୍ତୁ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 23 Aug 2024-5:36 pm,

Video: କିଛି ଶିକ୍ଷକ ଶିକ୍ଷୟତ୍ରୀ ଖୁବ ନିଆରା ଢଙ୍ଗରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଇବା ସହିତ ନୃତ୍ୟ, ଗୀତ ଏବଂ ଅଭିନୟ ମଧ୍ୟ ଶିଖାଇଥାନ୍ତି । ଜଣେ ଶିକ୍ଷୟତ୍ରୀ କୁନି ପିଲାମାନଙ୍କୁ ନୃତ୍ୟ ଶିଖାଇବାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓଟି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link