Accident News: ପୁରୀ ବସଷ୍ଟାଣ୍ଡ ନିକଟରେ ଅଭାବନୀୟ ଘଟଣା, ଟ୍ରକ ଧକ୍କାରେ ଅଜଣା ବ୍ଯକ୍ତିଙ୍କ ମୃତ୍ଯୁ, ଦେଖନ୍ତୁ ଏହି ଭିଡିଓ..

ପ୍ରିୟମ୍ବଦା ରଣା Tue, 27 Feb 2024-11:54 am,

Accident News: ପୁରୀ ବସଷ୍ଟାଣ୍ଡ ନିକଟରେ ଅଭାବନୀୟ ଘଟଣା। ଟ୍ରକ ଧକ୍କାରେ ଜଣେ ଅଜଣା ବ୍ଯକ୍ତିଙ୍କ ମୃତ୍ଯୁ ଘଟିଛି। ବସଷ୍ଟାଣ୍ଡରୁ ମାଟିଆପଡା ଛକ ଆଡକୁ ଯାଉଥିବା ସମୟରେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା ଟ୍ରକ। ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ଘଟିଥିଲା। ରାତି ପ୍ରାୟ ସାଢେ ୧୦ଟା ସମୟରେ ଘଟିଥିଲା ଏଭଳି ଅଭାବନୀୟ ଘଟଣା। ତେବେ କୁମ୍ଭାରପଡା ଥାନା ପୁଲିସ ଶବ ଜବତ କରିବା ସହ ଶବବ୍ଯବଚ୍ଛେଦ ଲାଗି ସଦର ହସପିଟାଲକୁ ସ୍ଥାନାନ୍ତରିତ କରିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link