Shocking stunt video: ବିନା ଡ୍ରାଇଭର ରାସ୍ତାରେ ଚାଲୁଥିଲା ବାଇକ୍, ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଲୋକେ

ଜୀ ଓଡ଼ିଶା ଡେସ୍କ Wed, 07 Jun 2023-7:00 pm,

Shocking stunt video: ମାତ୍ର ୧୫ ସେକେଣ୍ଡର ଏହି ଭାଇରାଲ୍ ଭିଡିଓରେ ଜଣେ ବ୍ୟକ୍ତି ଚଳନ୍ତା ସ୍ପ୍ଲେଣ୍ଡର ବାଇକରେ ବସି ଫୋନରେ କଥା ହେଉଥିବା ଦେଖିବାକୁ ମିଳୁଛି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ସମୟ ମଧ୍ୟରେ ବାଇକଟି ଆପେ ଆପେ ରାସ୍ତାରେ ଚାଲୁଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link