Wardline Dispute: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ କର୍ପୋରେଟରଙ୍କୁ ପିଟିଲେ କଣ୍ଟ୍ରାକ୍ଟର , ରାଗିଗଲେ କମିଶନର

ରଶ୍ମିତା ସାହୁ Wed, 18 Oct 2023-5:52 pm,

ଗତ କିଛି ମାସ ହେଲେ ବ୍ରହ୍ମପୁର ପୌରପାଳିକା ନିଗମ ଅଧିନରେ ଥିବା ୱର୍ଡ ନମ୍ବର ୩୭ ଓ ୩୮ ମଧ୍ୟ ରେ ସୀମା ନିର୍ଦ୍ଧାରଣ ପାଇଁ ବିବାଦ ଦେଖାଦେଇଛି । ପୌରପାଳିକା ନିଗମ ସାଧାରଣ ବୈଠକରେ ଏହାକୁ ନେଇ ହଟଗୋଳ ହୋଇଥିବା ଗତକାଲି ବିବାଦ ସମାଧାନ ପାଇଁ ବ୍ରହ୍ମପୁର ମେୟର ସମେତ ବ୍ରହ୍ମପୁର କମିସନରଙ୍କ ବିବାଦିୟ ସ୍ଥାନ ରେ ପହଞ୍ଚି ସ୍ଥିତି ନିରୀକ୍ଷଣ କରିଥିଲେ। ତେବେ ସେଠାରେ ମହିଳା କର୍ପୋରେଟର ଙ୍କୁ ଜଣେ ଠିକାଦାର ଟଣାଓଟରା ମାଡମାରିଥିଲେ । ଘଟଣା ସ୍ଥଳରେ ମେୟର ଉତ୍ତେଜିତ ଲୋକଙ୍କୁ ବୁଝାଇଥିଲେ ,ହେଲେ କମିସନର ରାଗିଯାଇଥିଲେ । ଏ ନେଇ ବିଜେପି ସମର୍ଥିତ କର୍ପୋରେଟର ଥାନା ର ଦ୍ବାରସ୍ଥ ହେବା ସହ ଦୋଷୀ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link