Puri News: ୨୦ ବର୍ଷ ତଳର ପୁରୁଣା ଘରକୁ ଜ୍ୟାଗ ରଡ଼ ଲଗାଯାଇ ଉଠାଯିବ ୫ ଫୁଟ୍

Sat, 02 Mar 2024-7:26 pm,

ପୁରୀ ସଦର ତଥା ସହର ଉପକଣ୍ଠ ଗୋପୀନାଥପୁରରେ ଏଇ ପୁରୁଣା ଘରରେ ୧୦୦ ଟି ଜ୍ୟାଗ ରଡ଼ ଲଗାଯାଇ ୫ ଣଫୁଟ ଘର ଉଠାଯାଉଛି।ଏହା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀ ଅଜୟ କୁମାର ସାହୁଙ୍କ ଘର।୬୦୦ ବର୍ଗଫୁଟର ଏହି ୨୦ ବର୍ଷ ତଳର ପୁରୁଣା ଘର।୨୦ ରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି।ପ୍ରଥମ ଦିନରେ ଏହା ଦେଢ଼ ଫୁଟ ଉଠିଛି।ଆସନ୍ତା ୧୦ ଦିନ ଭିତରେ ଏହି କାର୍ଯ୍ୟ ସରିବ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link