Viral video: ଦିଲ୍ଲୀ ମେଟ୍ରୋରେ ମହିଳା ମାନେ କଲେ ପୋଲ୍ ଡ୍ୟାନ୍ସ, ଭିଡିଓ ଭାଇରଲ

ଜୀ ଓଡ଼ିଶା ଡେସ୍କ Fri, 07 Jul 2023-12:13 pm,

Pole Dance Viral Video: ପ୍ରତିଦିନ ଦିଲ୍ଲୀ ମେଟ୍ରୋରେ କିଛି ନା କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସାଧାରଣ ହୋଇଗଲାଣି । ଏହି କ୍ରମରେ ବର୍ତ୍ତମାନ ଦିଲ୍ଲୀ ମେଟ୍ରୋରେ ଝିଅ ମାନେ ପୋଲ ଡ୍ୟାନ୍ସ କରୁଥିବାର ଏକ ଭିଡିଓ ଜୋରଦାର ଭାଇରଲ ହେଉଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link