Shivraj Singh Chouhan: ମଧ୍ୟପ୍ରଦେଶରେ ବିଜେପି ଆଗୁଆ, ରେଜଲ୍ଟକୁ ନେଇ ଏମିତି କହିଲେ ମୁଖ୍ୟମନ୍ତ୍ରୀ

Sun, 03 Dec 2023-3:13 pm,

ନିର୍ବାଚନ ପ୍ରଚାର ବେଳେ ଶିବାରାଜଙ୍କୁ ବିଜେପିର କେନ୍ଦ୍ରୀୟ ନେତୃତ୍ବ ବିଶେଷ ଗୁରୁତ୍ବ ଦେଇନଥିବା ଅଭିଯୋଗ ହୋଇଥିଲା । ଭୋପାଳର ବିଜେପି କାର୍ଯ୍ୟାଳୟଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଶିବରାଜ ନା ହୋର୍ଡିଂରେ ଥିଲେ ନା ହାଇକମାଣ୍ଡଙ୍କ ଭାଷଣରେ। କିନ୍ତୁ ଶିବରାଜଙ୍କ ବିଶ୍ୱାସ ଥିଲା ଯେ ତାଙ୍କ ଲାଡଲି ବେହନା ଯୋଜନା ଦ​ଳକୁ ସଂଖ୍ୟାଗରିଷ୍ଠତା ଆଣିଦେବ । ଆଉ ତାହା ହିଁ ହେଲା । ବିଜେପି ମଧ୍ୟ ପ୍ରଦେଶରେ ଆଗରେ ରହିଥିବା ବେଳେ ସେଠାରେ ସେଲିବ୍ରେସନ ଆରମ୍ଭ ହୋଇଯାଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link