Video: `ସାହୁ ଭାଉଜ`ଙ୍କ ପଛରେ ଗୋଡାଇଲେ ଏହି ଅଭିନେତା, ଦେଖନ୍ତୁ କ`ଣ ହେଲା

ସୌଭାଗ୍ୟ ରଞ୍ଜନ ମିଶ୍ର Wed, 02 Oct 2024-4:36 pm,

Video: 'ସାହୁ ଭାଉଜ' ଭାଗ୍ୟଶ୍ରୀ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ସେଥିପାଇଁ ସୋସିଆଲ ମିଡିଆରେ ତାଙ୍କର ଗୋଟିଏ ପରେ ଗୋଟେ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ରିଲ୍ସଟିରେ ଦେଖିବାକୁ ମିଳିଛି ଯେ, ହାସ୍ୟ ଅଭିନେତା ଭାଗ୍ୟଶ୍ରୀଙ୍କୁ ଏକ ଗେଣ୍ଡୁ ଫୁଲ ଦେବା ପାଇଁ ପ୍ରୟାସ କରୁଛନ୍ତି । ଭାଗ୍ୟଶ୍ରୀ ଫୁଲ ନେବା ପରେ ଅଭିନେତା ଖୁସି ପ୍ରକାଶ କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link