Funny Video: କୁକୁର ନୁହେଁ ବରଂ ଜଣେ ବଡ଼ ଅଭିନେତା! ବିଶ୍ୱାସ ହେଉ ନ ଥିଲେ ଦେଖନ୍ତୁ ଭିଡିଓ

Jagdish Barik Fri, 14 Jul 2023-11:36 pm,

Funny Video: ଆପଣ ଫିଲ୍ମରେ ନିଶ୍ଚୟ ବହୁତ ସମୟରେ ଦେଖିଥିବେ ଯେ ଯେତେବେଳେ ଜଣେ ଅଭିନେତାକୁ ଗୁଳି ଲେଗେ, ସେତେବେଳେ ସେ କାନ୍ଦି ତଳେ ପଡିଯାଏ, କିନ୍ତୁ ଆପଣ ଗୋଟିଏ କୁକୁରର ଏପରି ଅଭିନୟ କରିଥିବା କେବା ଦେଖିଛନ୍ତି କି? ସୋସିଆଲ ମିଡିଆରେ ଏଭଳି ଏକ ମଜାଦାର ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link