Hot Dance Video: ଇଣ୍ଚରନେଟରେ ନିଆଁ ଲଗାଇଛି ମହିଳାଙ୍କ ଏହି ହଟ୍ ଡ୍ୟାନ୍ସ ଭିଡିଓ

ଜୀ ଓଡ଼ିଶା ଡେସ୍କ Wed, 13 Sep 2023-8:46 pm,

Viral Dance Video: ସୋସିଆଲ ବର୍ତ୍ତମାନ ଏକ ହଟ୍ ଡ୍ୟାନ୍ସ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ମହିଳା ଜଣକ ଚତ୍ମକାର ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି । ଯାହାକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଖୁବ୍ ପ୍ରଶଂସା କରୁଛନ୍ତି । ଏହି ଭିଡିଓଟି ଇନଷ୍ଟାଗ୍ରାମ ଆଇଡି @KanishkaTalentHubl ରେ ସେୟାର କରାଯାଇଛି । ଦେଖନ୍ତୁ ଭିଡିଓ ।   

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link