OldMan Dance: ଯୁବକଙ୍କଠୁ ଭଲ ନାଚୁଛନ୍ତି ଏହି ବୟସ୍କ ବ୍ୟକ୍ତି, ଥରେ ଦେଖନ୍ତୁ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Sun, 18 Aug 2024-9:19 pm,

Video: ବର୍ତ୍ତମାନ ସୋସିଆଲ ମିଡିଆ ଯୁଗରେ ରାତାରାତି ଭାଇରାଲ୍ ହେବା ପାଇଁ ବିଭିନ୍ନ ଲୋକ ନୂଆ ପ୍ରକାରର ଏକ୍ସପେରିମେଣ୍ଟ କରିବାରେ ଲାଗିଛନ୍ତି । କିଛି ଭିଡିଓ ମାତ୍ର କିଛି ସମୟ ମଧ୍ୟରେ ଦେଶ ବିଦେଶର କୋଣ ଅନୁକୋଣରେ ଭାଇରାଲ୍ ହୋଇ ପହଞ୍ଚି ଯାଉଛି । ଏହି ଭିଡିଓଟି ମଧ୍ୟ ଖୁବ ଭାଇରାଲ୍ ହେଉଛି । ଜଣେ ବୃଦ୍ଧ ବ୍ୟକ୍ତି ଓଡ଼ିଆ ଗୀତରେ ରିଲ୍ସ ତିଆରି କରି ଲୋକଙ୍କ ମନକୁ ଛୁଇଁବାରେ ସକ୍ଷମ ହୋଇପାରିଛନ୍ତି । ଦେଖନ୍ତୁ ଭିଡିଓ । Also Read- ଆଜି ବଜ୍ରପାତ ନେଲା ୬ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ ସହ ସହାୟତା ଘୋଷଣା Also Read- Shukra Gochar 2024: କନ୍ୟା ରାଶିରେ ଶୁକ୍ର ଚଳନ, ଜାଣନ୍ତୁ କାହାକୁ ମିଳିବ ଆର୍ଥିକ ଲାଭ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link