Video: ଏମିତି ଭିଡିଓ ବନାଇଲେ ଏହି ସ୍କୁଲ ଛାତ୍ରୀ, ଲୋକେ କଲେ ଚର୍ଚ୍ଚା
Video: ସ୍କୁଲ୍ ଛାତ୍ରୀ ବିଦ୍ୟାରାଣୀ ସବୁବେଳେ ନୂଆ ନୂଆ ରିଲ୍ସ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି । ବିଦ୍ୟାଙ୍କ ନିକଟରେ ଶାଢୀ ପିନ୍ଧି ଏକ ପୁରୁଣା ଗୀତରେ ରିଲ୍ସ ବନାଇଛନ୍ତି । ବିଦ୍ୟାଙ୍କ ଏହି ରିଲ୍ସଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏତେ କମ ବୟସରେ ଖୁବ ସୁନ୍ଦର ଉପସ୍ଥାପନା କରିପାରୁଥିବା କୁନି ଝିଅଟିକୁ ପ୍ରଶଂସକଙ୍କ ଭଲପାଇବା ମିଳୁଛି ।