Video: ଗଣେଶ ପୂଜା ପୂର୍ବରୁ ଭାଇରାଲ୍ ହେଲା ନନାଙ୍କ ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Fri, 06 Sep 2024-10:41 pm,

Viral Video: ଗଣେଶ ପୂଜା ପାଇଁ ଏବେ ସାରା ଦେଶ ଚଳଚଞ୍ଚଳ । ବିଭିନ୍ନ ସ୍ଥାନରେ ସାଜସଜ୍ଜାଠୁ ଆରମ୍ଭ କରି ରୋଷଣୀ ପର୍ଯ୍ୟନ୍ତ ଆଲୋଚନା ଚାଲିଛି । ଏହାରି ମଧ୍ୟରେ ଜଣେ ପୂଜକଙ୍କ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଆଧୁନିକ ଗୀତର ତାଳରେ ଖୁବ ସୁନ୍ଦର ନୃତ୍ୟ ପରିବେଷଣ କରି ଭାଇରାଲ୍ ହେଇଛନ୍ତି ଏହି ପୂଜକ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link