Video: ରାସ୍ତା କଡରୁ ଭାଇରାଲ୍ ହେଲା ସ୍କୁଲ ଝିଅର ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 14 Oct 2024-1:40 pm,

Video: ଏହି ସ୍କୁଲ ଛାତ୍ରୀଙ୍କ ନାମ ବିଦ୍ୟା । ସେ ଖୁବ ସୁନ୍ଦର ନୃତ୍ୟ ପରିବେଷଣ କରନ୍ତି । ସୋସିଆଲ ମିଡିଆରେ ବିଦ୍ୟାଙ୍କ ପ୍ରଶଂସକଙ୍କ ସଖ୍ୟା ଖୁବ ଅଧିକ । ତାଙ୍କର ପ୍ରତିଟି ରିଲ୍ସରେ ଭଲପାଇବା ଅଜାଡିଦିଅନ୍ତି ଲୋକମାନେ । ନିକଟରେ ଦଶହରା ସରିଥିବା ସମୟରେ ବିଦ୍ୟା ଏହି ରିଲ୍ସଟିକୁ ପ୍ରଶଂସକଙ୍କ ପାଇଁ ସେୟାର କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link