Video: ଭାଇରାଲ୍ ହେଉଛି ମାଇକେଲ୍ ମଙ୍ଗୁଳିଆଙ୍କ ଏହି ଭିଡିଓ

ସୌଭାଗ୍ୟ ରଞ୍ଜନ ମିଶ୍ର Mon, 16 Sep 2024-6:01 pm,

Video: ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ହାସ୍ୟ ଅଭିନେତା ମାଇକେଲ୍ ମଙ୍ଗୁଳିଆଙ୍କ ଏହି ଭିଡିଓ । ମାଇକେଲ୍ ମଙ୍ଗୁଳିଆ ଖୁବ ମଜାଳିଆ ଢଙ୍ଗରେ ଏହି ଭିଡିଓଟି ବନାଇଛନ୍ତି । ଇନଷ୍ଟାଗ୍ରାମରେ ମଙ୍ଗୁଳିଆଙ୍କ ପ୍ରଶଂସକମାନେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଉଥିବା କମେଣ୍ଟ ବକ୍ସରେ ଦେଖିବାକୁ ମିଳିଛି । ଆପଣଙ୍କୁ କହିରଖୁଛୁ ଯେ, ମାଇକେଲ୍ ମଙ୍ଗୁଳିଆ ୟୁଟୁବ୍ ମାଧ୍ୟମରେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link