Video: ଆଇଟମ ଗର୍ଲ ନିଶା ମହାରଣାଙ୍କ ଏହି ଭିଡିଓ ଭାଇରାଲ୍

ସୌଭାଗ୍ୟ ରଞ୍ଜନ ମିଶ୍ର Sun, 25 Aug 2024-10:40 pm,

Video: ନିଜର ରୋକଠୋକ କଥା ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ଯାତ୍ରା ଜଗତର ଆଇଟମ୍ ଗାର୍ଲ ନିଶା ମହାରଣା । ଯାତ୍ରା ପେଣ୍ଡାଲକୁ ନିଶା ଆସୁଛନ୍ତି ଜାଣିବା ପରେ ଦର୍ଶକଙ୍କର ବଢିଯାଏ କ୍ରେଜ୍ । ଦର୍ଶକଙ୍କୁ ବାନ୍ଧି ରଖିବାର କଳା ନିଶାଙ୍କୁ ଖୁବ ଜଣା । ତେବେ କେବଳ ଯାତ୍ରା ପେଣ୍ଡାଲ ନୁହେଁ ବରଂ ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ନିଶା ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାନ୍ତି । ରିଲ୍ସ ମାଧ୍ୟମରେ ପ୍ରଶଂସକଙ୍କ ଭଲ ପାଇବା ସାଉଣ୍ଟୁଛନ୍ତି ନିଶା ।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link